ନୀରଜ ଚୋପ୍ରାଙ୍କ ସମ୍ମାନରେ ଗାଁରେ ତିଆରି ହେଲା ଗୋଲଡେନ ପୋଷ୍ଟ ବକ୍ସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖିଥିବା ନୀରଜ ଚୋପ୍ରାଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନୀତ କରିଛି ଭାରତୀୟ ଡାକ ବିଭାଗ। ହରିୟାଣାର ପାନିପତରେ ଥିବା ନୀରଜ ଚୋପ୍ରାଙ୍କ ଗାଁରେ ଏକ ସୁନେଲି ରଙ୍ଗର ପୋଷ୍ଟ ବକ୍ସ ଲଗାଇଛି। ଏହି ପୋଷ୍ଟବକ୍ସରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ବକ୍ସର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ … Continue reading ନୀରଜ ଚୋପ୍ରାଙ୍କ ସମ୍ମାନରେ ଗାଁରେ ତିଆରି ହେଲା ଗୋଲଡେନ ପୋଷ୍ଟ ବକ୍ସ